# Truly, truly ଦେଖ ତୁମେ ଏହାକୁ କିପରି [ଯୋହନ ୧:୫୧](../01/51.md)ରେ ଅନୁବାଦ କରିଅଛ I # he who believes has eternal life ଈଶ୍ବର ସେମାନଙ୍କୁ “ଅନନ୍ତ ଜୀବନ” ଦାନ କରନ୍ତି ଯେଉଁମାନେ ଯୀଶୁଙ୍କଠାରେ, ଅର୍ଥାତ୍, ଈଶ୍ବରଙ୍କ ପୁତ୍ରଙ୍କଠାରେ ଭରସା କରନ୍ତି I