# I am the bread of life ରୂପକ ମାଧ୍ୟମରେ, ଯୀଶୁ ଆପଣାକୁ ରୋଟୀ ସହିତ ତୁଳନା କରୁଛନ୍ତି I ଯେପରି ଆମ୍ଭମାନଙ୍କ ଶାରୀରିକ ଜୀବନ ନିମନ୍ତେ ରୋଟୀର ଆବଶ୍ୟକ ହୁଏ, ଆମ୍ଭମାନଙ୍କ ଆତ୍ମିକ ଜୀବନ ନିମନ୍ତେ ଯୀଶୁଙ୍କର ଆବଶ୍ୟକ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଯେପରି ଖାଦ୍ୟ ତୁମ୍ଭମାନଙ୍କୁ ଶାରୀରିକ ଭାବରେ ଜୀବିତ ରଖେ, ସେପରି ମୁଁ ତୁମ୍ଭମାନଙ୍କୁ ଆତ୍ମିକ ଜୀବନ ଦେଇ ପାରେ” (ଦେଖ: [[rc://*/ta/man/translate/figs-metaphor]]) # believes in ଏହାର ଅର୍ଥ ଈଶ୍ବରଙ୍କ ପୁତ୍ର ଭାବେ ଯୀଶୁଙ୍କଠାରେ ବିଶ୍ବାସ କରିବା, ପରିତ୍ରାଣକର୍ତ୍ତା ଭାବରେ ତାହାଙ୍କଠାରେ ଭରସା ରଖିବା, ଓ ତାହାଙ୍କର ସମ୍ଭ୍ରମ ହେଉଥିବା ମାର୍ଗରେ ଜୀବନ ଯାପନ କରିବା I (ଦେଖ: @)