# the works that the Father has given me to accomplish ... that the Father has sent me ପିତା ଈଶ୍ବର ପୁତ୍ର ଈଶ୍ବର, ଯୀଶୁଙ୍କୁ ପୃଥିବୀକୁ ପ୍ରେରଣ କଲେ I ପିତା ତାହାଙ୍କୁ ଯାହା କରିବାକୁ ଦିଅନ୍ତି, ସେ ତାହା ସମ୍ପୂର୍ଣ୍ଣ କରନ୍ତି I # Father ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]]) # the very works that I do, testify about me ଏଠାରେ ଯୀଶୁ କହୁଛନ୍ତି ଯେ ଆଶ୍ଚର୍ଯ୍ୟକର୍ମସବୁ “ସାକ୍ଷ୍ୟ” ଦିଅନ୍ତି ବା ତାହାଙ୍କ ବିଷୟରେ “ଲୋକମାନଙ୍କୁ କହନ୍ତି I” ଅନ୍ୟ ଏକ ଅନୁବାଦରେ: “ଯାହାସବୁ ମୁଁ କରୁଅଛି, ତାହା ପ୍ରମାଣ କରୁଅଛି ଯେ ଈଶ୍ବର ମୋତେ ପ୍ରେରଣ କରିଅଛନ୍ତି” (ଦେଖ: [[rc://*/ta/man/translate/figs-personification]])