# Jesus found him ଯୀଶୁ ସେ ସୁସ୍ଥ କରିଥିବା ବ୍ୟକ୍ତି ଜଣକୁ ପାଇଲେ # See ଏଠାରେ “ଦେଖ” ଶବ୍ଦ ନିମ୍ନଲିଖିତ ଶବ୍ଦଗୁଡିକ ପ୍ରତି ଧ୍ୟାନ ଆକର୍ଷଣ କରିବା ନିମନ୍ତେ ବ୍ୟବହାର କରାଯାଇଛି I