# Now ବିବରଣୀର ମୁଖ୍ୟଧାରାରେ ଏକ ବିରତିକୁ ଚିହ୍ନଟ କରିବା ନିମନ୍ତେ ଓ ବିବରଣୀର ଏକ ନୂଆ ଅଂଶକୁ ପ୍ରକଶ କରିବା ନିମନ୍ତେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଯଦି ତୁମ ଭାଷାରେ ଏପରି କିଛି କରିବାର ଥାଏ, ତୁମେ ତାହା କରିବାକୁ ଚିନ୍ତା କରିପାର I # royal official ଯେଉଁ ବ୍ୟକ୍ତି ରାଜାଙ୍କ ସେବାରେ ଥାଏ