# Sir ଏହି ପ୍ରସଙ୍ଗରେ, ଶମିରୋଣୀୟା ସ୍ତ୍ରୀ ଯୀଶୁଙ୍କୁ “ମହାଶୟ” ଭାବେ ସମ୍ବୋଧନ କରୁଛି, ଯାହା ଏକ ସମ୍ମାନ ବା ଶିଷ୍ଟାଚାରର ଶବ୍ଦ ଅଟେ I # draw water ଜଳ ପାନକର ବା ଏକ ପାତ୍ର ଓ ଦଉଡି ସାହାଯ୍ୟରେ “କୂଅରୁ ଜଳ କାଢ଼ିନିଅ”