# He who believes ଯେଉଁ ବ୍ୟକ୍ତି ବିଶ୍ବାସ କରେ କିମ୍ବା “ଯେକେହି ବିଶ୍ବାସ କରେ” # the wrath of God stays on him ଗୁଣବାଚକ ବିଶେଷ୍ୟ “କ୍ରୋଧ”କୁ “ଦଣ୍ଡ ଦେବା” କ୍ରିୟା ଭାବରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ନିରନ୍ତର ଦଣ୍ଡ ଦେବେ” (ଦେଖ: rc://*/ta/man/translate/figs-abstractnouns)