# Father ... Son ଏସବୁ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟନ୍ତି ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: [[rc://*/ta/man/translate/guidelines-sonofgodprinciples]]) # given ... into his hand ଏହାର ଅର୍ଥ ଯାହା ତାହାଙ୍କ କ୍ଷମତାର ଅଧିନରେ ବା ନିୟନ୍ତ୍ରଣରେ ରଖିବା I (ଦେଖ: [[rc://*/ta/man/translate/figs-idiom]])