# For God did not send the Son into the world in order to condemn the world, but in order to save the world through him ଏହି ଦୁଇ ଖଣ୍ଡ-ବାକ୍ୟର ଅର୍ଥ ପ୍ରାୟ ସମାନ, ଓ ଗୁରୁତ୍ବ ନିମନ୍ତେ ଦୁଇଥର କୁହାଯାଇଛି, ପ୍ରଥମେ ନକାରାତ୍ମକ ଭାବରେ ଓ ତାହାପରେ ସକାରାତ୍ମକ ଭାବରେ I କେତେକ ଭାଷା ହୁଏତ ଭିନ୍ନ ଭାବରେ ଗୁରୁତ୍ବ ଦେବା ବିଷୟକୁ ସୂଚାଇ ପାରନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ କରିବାର ପ୍ରକୃତ କାରଣ ଜଗତକୁ ଉଦ୍ଧାର କରିବା” (ଦେଖ: [[rc://*/ta/man/translate/figs-parallelism]] ଓ [[rc://*/ta/man/translate/figs-doublenegatives]]) # to condemn ଦଣ୍ଡଦେବା ନିମନ୍ତେ I ସାଧାରଣତଃ “ଦଣ୍ଡଦେବା” ବିଷୟ ସୂଚାଇ ଥାଏ ଯେ ଯେଉଁ ବ୍ୟକ୍ତି ଦଣ୍ଡ ପାଇଅଛି, ସେ ପରେ ଈଶ୍ବରଙ୍କ ଦ୍ବାର ଗ୍ରହଣ କରାଯାଇ ଅଛି I ଯେତେବେଳେ ଜଣେ ବ୍ୟକ୍ତି ଦୋଷୀ ଗଣିତ ହୁଏ ସେ ଦଣ୍ଡ ପାଏ, କିନ୍ତୁ ଈଶ୍ବରଙ୍କ ଦ୍ବାରା ଗ୍ରହଣ କରାଯାଏ ନାହିଁ I