# believed ଏଠାରେ “ବିଶ୍ବାସ” କରିବା ଅର୍ଥ କୌଣସି ବିଷୟକୁ ସତ୍ୟ ଭାବେ ଗ୍ରହଣ କରିବା କିମ୍ବା ଭରସା କରିବା ଯାହା ସତ୍ୟ ଅଟେ I # this statement ଏହା [ଯୋହନ ୨”୧୯](../02/19.md)ରେ ଯୀଶୁ କହିଥିବା ଉକ୍ତିକୁ ବୁଝାଏ I