# Does a fig tree, my brothers, make olives? ଯାକୁବ ପ୍ରକୃତିରେ କ’ଣ ଘଟୁଅଛି ସେହି ବିଷୟରେ ବିଶ୍ବସୀମାନଙ୍କୁ ସ୍ମରଣ କରାଇ ଦେବା ନିମନ୍ତେ ଆଉଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ଭାଇମାନେ, ତୁମେମାନେ ଜାଣିଛ ଯେ ଡିମ୍ବିରି ବୃକ୍ଷରେ ଜୀତ ଫଳ ଫଳି ପରେନାହିଁ ।” (ଦେଖ: [[rc://*/ta/man/translate/figs-rquestion]] ) # my brothers ମୋର ସାଥୀ ବିଶ୍ବାସୀମାନେ # Or a grapevine, figs? “ନିର୍ମାଣ କରିବା” ଶବ୍ଦ ପୁର୍ବବର୍ତ୍ତି ବାକ୍ୟରୁ ବୁଝି ହୁଏ । ପ୍ରକୃତିରେ କ’ଣ ଘଟୁଅଛି, ଏହି ବିଷୟରେ ବିଶ୍ବାସୀମାନଙ୍କୁ ସ୍ମରଣ କରାଇ ଦେବା ନିମନ୍ତେ ଯାକୁବ ଆଉଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “କ’ଣ ଗୋଟିଏ ଅଙ୍ଗୁର ଶାଖା ଡିମ୍ବିରି ଫଳ ଦିଏ ?“ କିମ୍ବା “ଅତଏବ ଏକ ଅଙ୍ଗୁର ଗଛରେ ଡିମ୍ବିରି ଫଳ ଫଳେନାହିଁ ।” (ଦେଖ: [[rc://*/ta/man/translate/figs-ellipsis]] )