# if you favor ବିଶେଷଭାବେ ଆତିଥ୍ୟ ସତ୍କାର କରବା କିମ୍ବା “ସମ୍ମାନ ଦେବା” # committing sin ପାପ କରୁଅଛ, ଯାହା, ବ୍ୟବସ୍ଥା ଉଲଘଂନ କରୁଅଛ । # convicted by the law as lawbreakers ଏଠାରେ ବ୍ୟବସ୍ଥା ବିଷୟରେ କୁହାଯାଇଛି ଯେପରି ସେ ଜଣେ ମନୁଷ୍ୟ ବିଚାରକର୍ତ୍ତା ଥିଲେ । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ବ୍ୟବସ୍ଥା ଉଲଘଂନ କରିବାର ଦୋଷ”