# are you not judging among yourselves? Have you not become judges with evil thoughts? ଯାକୁବ ତାହାଙ୍କ ପାଠକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଓ ଅନୁଯୋଗ କରିବା ନିମନ୍ତେ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ନିଜ ନିଜ ମଧ୍ୟରେ ବିଚାର କରୁଥାଅ ଓ ମନ୍ଦ ବିଚାରରେ ବିଚାରକର୍ତ୍ତା ହେଉଥାଅ.” (ଦେଖ: [[rc://*/ta/man/translate/figs-rquestion]])