# then goes away and immediately forgets what he was like ଏହା ସୂଚିତ କରେ ଯେ ଯଦିଓ ସେ ଦେଖେ ଯେ କିଛି କରିବାର ଅଛି, ଯେପରି ମୁଖ ସଫା କରିବା କିମ୍ବା ତାହାର କେଶକୁ ସଜାଡିବା, କିନ୍ତୁ ସେ ଚାଲିଯାଏ ଏବଂ ତାହା କରିବାକୁ ଭୁଲିଯାଏ । ଏହି ବ୍ୟକ୍ତି ସଦୃଶ ସେ ଯେ ଈଶ୍ବରଙ୍କ ବାକ୍ୟକୁ ପାଳନ କରେ ନାହିଁ । ଅନ୍ୟ ଏକ ଅନୁବାଦରେ: “ପୁଣି ସେ ଚାଲିଯାଏ ଏବଂ ତୁରନ୍ତ ତାହା କରିବାକୁ ଭୁଲିଯାଏ ଯାହା ସେ କରିବାର ଆବଶ୍ୟକ ଥିଲା” (ଦେଖ: [[rc://*/ta/man/translate/figs-explicit]] ଏବଂ [[rc://*/ta/man/translate/figs-simile]])