# keep watch over your souls ବିଶ୍ବାସୀମାନଙ୍କର ଆତ୍ମା, ଅର୍ଥାତ୍, ବିଶ୍ବାସୀମାନଙ୍କ କୁଶଳତା ବିଷୟରେ କୁହାଯାଏ ଯେପରି ସେସବୁ ବସ୍ତୁ ବା ପଶୁ, ଯାହାକୁ ପ୍ରହରୀମାନେ ଜଗି ରକ୍ଷା କରିବେ I (ଦେଖ: [[rc://*/ta/man/translate/figs-metaphor]]) # not with groaning ଏଠାରେ “କରୁଣ ବିଳାପ”ର ଅର୍ଥ ଦୁଃଖ ବା ଶୋକକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])