# Let marriage be respected by everyone ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁରୁଷ ଏବଂ ସ୍ତ୍ରୀ ଯେଉଁମାନେ ବିବାହିତ ପରସ୍ପରକୁ ସମ୍ମାନ କରିବା ଉଚିତ” (ଦେଖ: [[rc://*/ta/man/translate/figs-activepassive]]) # Let the marriage bed be pure ଏହା ବୈବାହିକ ସମ୍ପର୍କର ମିଳନ ବିଷୟରେ କହେ ଯେପରି ଏହା କେବଳ ବିବାହିତ ଦମ୍ପତିଙ୍କ ଶଯ୍ୟା ଅଟେ I ଅନ୍ୟଏକ ଅନୁବାଦରେ: “ସ୍ବାମୀ ଓ ସ୍ତ୍ରୀମାନେ ପରସ୍ପର ପ୍ରତି ସେମାନଙ୍କ ବିବାହ ସମ୍ପର୍କକୁ ସମ୍ମାନ ଦେଇ ଅନ୍ୟ ଜଣକ ସହିତ ଶୟନ ନକରନ୍ତୁ” (ଦେଖ: [[rc://*/ta/man/translate/figs-euphemism]] ଓ [[rc://*/ta/man/translate/figs-metonymy]])