# Make straight paths for your feet ସମ୍ଭବତଃ ଏହା ପ୍ରତିଯୋଗିତା ସମ୍ବନ୍ଧୀୟ ରୂପକକୁ [ଏବ୍ରୀ ୧୨:୧](../12/01.md)ରେ ଜାରି ରଖୁଛି I ଏହି ପ୍ରକାରେ ଲେଖକ ଏହି ପ୍ରକାରେ ଖ୍ରୀଷ୍ଟିୟାନ ଭାବରେ ଜୀବନଯାପନ କରିବା ଓ ଅନ୍ୟମାନଙ୍କୁ ସାହାଯ୍ୟ କରିବା ବିଷୟରେ କହୁଛନ୍ତି I (ଦେଖ: [[rc://*/ta/man/translate/figs-metaphor]]) # straight paths ଈଶ୍ବରଙ୍କୁ ସମ୍ମାନ କରିବା ଓ ସନ୍ତୁଷ୍ଟ କରିବା ସକାଶେ ଜୀବନଯାପନ କରିବା ବିଷୟରେ କୁହାଯାଏ ଯେପରି ଏହା ଏକ ସଳଖ ପଥକୁ ଅନୁଗମନ କରିବା ଅଟେ I (ଦେଖ: [[rc://*/ta/man/translate/figs-metaphor]]) # what is lame will not be sprained ଏକ ପ୍ରତିଯୋଗିତାରେ ଦୌଡିବାର ଏହି ରୂପକରେ, “ଖଞ୍ଜ” ପ୍ରତିଯୋଗିତାର ଅନ୍ୟଜଣେ ବ୍ୟକ୍ତିକୁ ବୁଝାଏ, ଯେ ଆଘାତପ୍ରାପ୍ତ ଓ ପ୍ରତିଯୋଗିତା ଛାଡ଼ିଦେବାକୁ ଚାହୁଁଛି I ଏହା, ଅନ୍ୟ ରୁପରେ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେ ଦୁର୍ବଳ ଓ ପ୍ରତିଯୋଗିତା ଛାଡ଼ିଦେବାକୁ ଚାହୁଁଛି, ତାହାର ବଳାଗଣ୍ଠି ମକଚିବ ନାହିଁ” (ଦେଖ: [[rc://*/ta/man/translate/figs-metaphor]]) # will not be sprained ଜଣେ କେହି ଈଶ୍ବରଙ୍କ ଆଜ୍ଞାବହ ହେବା ବନ୍ଦ କରିବା ବିଷୟରେ କୁହାଯାଏ ଯେପରି ପଥ ମଧ୍ୟରେ ସେ ଆପଣା ପାଦ ବା ବଳାଗଣ୍ଠିରେ ଆଘାତ ପ୍ରାପ୍ତ ହୋଇଅଛି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତାହାର ବଳାଗଣ୍ଠି ମକଚିବ ନାହିଁ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]]) # rather be healed ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସବଳହେବା ବଦଳରେ” କିମ୍ବା “ଈଶ୍ବର ତାହାକୁ ସୁସ୍ଥ କରିବା ବଦଳରେ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])