# Although all these people were approved by God because of their faith, they did not receive the promise ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ସେମାନଙ୍କ ବିଶ୍ବାସ ସକାଶୁ ଏହି ସମସ୍ତଙ୍କୁ ସମ୍ମାନୀତ କଲେ, କିନ୍ତୁ ଈଶ୍ବର ପ୍ରତିଜ୍ଞା କରିଥିବା ବିଷୟ ସେମାନେ ନିଜେ ପ୍ରାପ୍ତ କଲେନାହିଁ” (ଦେଖ: [[rc://*/ta/man/translate/figs-activepassive]]) # the promise ଏହି ଭାବଟି “ଯାହା ଈଶ୍ବର ସେମାନଙ୍କୁ ପ୍ରତିଜ୍ଞା କରିଥିଲେ’ ତାହାକୁ ସୁଚିତ କରେ I