# General Information: ୧୦:୩୭ରେ ପୁରାତନ ନିୟମର ଯିଶାଇୟ ଭାବବାଦୀଙ୍କ ପୁସ୍ତକରୁ ଆସିଥିବା ଗୋଟିଏ ଉଦ୍ଧୃତ ବାକ୍ୟ ଅଛି I # do not throw away your confidence, which has a great reward ଜଣେ ବ୍ୟକ୍ତିର ଦୃଢ଼ ବିଶ୍ଵାସ ନଥିବା ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି କୌଣସି ମୂଲ୍ୟହୀନ ବସ୍ତୁକୁ ବାହାରେ ପକାଇ ଦେବା ସଦୃଶ ସେ ଦୃଢ଼ ବିଶ୍ବାସକୁ ପରିତ୍ୟାଗ କରେ I ଗୁଣବାଚକ ବିଶେଷ୍ୟ “ଦୃଢ଼ ବିଶ୍ବାସ”କୁ ବିଶେଷଣ ପଦ “ଦୃଢ଼ ବିଶ୍ବାସୀ” କିମ୍ବା କ୍ରିୟା ବିଶେଷଣ “ଦୃଢ଼ ବିଶ୍ବାସର ସହିତ” ଭାବରେ ଅନୁବାଦ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ଦୃଢ଼ ବିଶ୍ବାସୀ ହେବାଠାରୁ କ୍ଷାନ୍ତ ହୁଅ ନାହିଁ, କାରଣ ଦୃଢ଼ ବିଶ୍ବାସୀ ହେବା ସକାଶୁ ତୁମ୍ଭେମାନେ ଏକ ମହା ପୁରସ୍କାର ପ୍ରାପ୍ତ ହେବ” କିମ୍ବା “ଦୃଢ଼ ବିଶ୍ବାସର ସହିତ ଈଶ୍ବରଙ୍କଠାରେ ଭରସା କରିବାଠାରୁ କ୍ଷାନ୍ତ ହୁଅ ନାହିଁ, ସେ ତୁମ୍ଭମାନଙ୍କୁ ମହା ପୁରସ୍କାର ଦେବେ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-abstractnouns]])