# of judgment ଈଶ୍ବରଙ୍କ ବିଚାରରେ, ଅର୍ଥାତ୍, ଈଶ୍ବର ବିଚାର କରିବେ I (ଦେଖ: [[rc://*/ta/man/translate/figs-explicit]]) # a fury of fire that will consume God's enemies ଈଶ୍ବରଙ୍କ ଭୟାନକତା ବିଷୟରେ କୁହାଯାଏ ଯେପରି ଏହା ଅଗ୍ନି ଯାହା ଶତ୍ରୁମାନଙ୍କୁ ଦଗ୍ଧ କରିଦେବ I (ଦେଖ: [[rc://*/ta/man/translate/figs-metaphor]])