# toward their evil deeds ଏହା ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ଏହିସବୁ ମନ୍ଦକାର୍ଯ୍ୟର ଦୋଷ କରିଥିଲେ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ମନ୍ଦକାର୍ଯ୍ୟ କରିଥିଲେ” (ଦେଖ: [[rc://*/ta/man/translate/figs-metonymy]]) # their sins I will not remember any longer ଏଠାରେ “ସ୍ମରଣ କର”ର ଅର୍ଥ “ଚିନ୍ତା କର I”(ଦେଖ: [[rc://*/ta/man/translate/figs-metonymy]])