# I took them by their hand to lead them out of the land of Egypt ଏହି ରୂପକ ଈଶ୍ବରଙ୍କ ମହାନ୍ ପ୍ରେମ ଓ ଦୟାକୁ ପ୍ରକାଶ କରେ I ଅନ୍ୟଏକ ଅନୁବାଦରେ: “ଜଣେ ପିତା ଆପଣା ଶିଶୁମାନଙ୍କୁ କଢାଇ ନେବା ସ୍ବରୁପ ଆମ୍ଭେ ସେମାନଙ୍କୁ ମିଶରରୁ କଢାଇ ଆଣିଲୁ” (ଦେଖ: [[rc://*/ta/man/translate/figs-metaphor]])