# the law made nothing perfect ବ୍ୟବସ୍ଥା ବିଷୟରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତି ଥିଲେ ଯେ କାର୍ଯ୍ୟ କରିପାରିବ I ଅନ୍ୟଏକ ଅନୁବାଦରେ; “ବ୍ୟବସ୍ଥା ପାଳନକରିବା ଦ୍ବାରା କେହି ସିଦ୍ଧ ହୋଇ ପାରିବ ନାହିଁ” (ଦେଖ: [[rc://*/ta/man/translate/figs-personification]]) # a better hope is introduced ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ଗୋଟିଏ ଶ୍ରେଷ୍ଠତର ଭରସା ଉପଲବ୍ଧ କରାଇଲେ” କିମ୍ବା “ଗୋଟିଏ ଅଧିକ ଦୃଢ଼ସମ୍ପନ୍ନ ଭରସା ନିମନ୍ତେ ଈଶ୍ବର ଆମ୍ଭମାନଙ୍କୁ ବିଚାର ଶକ୍ତି ଦେଇ ଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]]) # through which we come near to God ଈଶ୍ବରଙ୍କ ଉପାସନା କରିବା ଓ ତାହାଙ୍କର ଅନୁଗ୍ରହ ପ୍ରାପ୍ତ କରିବା ବିଷୟକୁ ତାହାଙ୍କ ନିକଟକୁ ଆସିବା ସଦୃଶ କୁହାଯାଏ I ଅନ୍ୟଏକ ଅନୁବାଦରେ: “ଅତଏବ ଏହି ଭରସା ସକାଶୁ ଆମ୍ଭେମାନେ ତାହାଙ୍କର ନିକଟବର୍ତ୍ତୀ ହୋଇ ପାରୁ” କିମ୍ବା “ଅତଏବ ଏହି ଭରସା ସକାଶୁ ଆମ୍ଭେମାନେ ଈଶ୍ବରଙ୍କର ଉପାସନା କରୁ” (ଦେଖ: [[rc://*/ta/man/translate/figs-metaphor]])