# In this case ... in that case ଏହି ବାକ୍ୟାଂଶଗୁଡିକ ଲେବୀୟ ଯାଜକମାନଙ୍କ ସହିତ ମଲକୀସେଦକଙ୍କୁ ତୁଳନା କରିବା ନିମନ୍ତେ ବ୍ୟବହାର କରାଯାଇଛି I ତୁମମାନଙ୍କ ଭାଷାରେ ହୁଏତ ଗୁରୁତ୍ବାରୋପ କରିବା ନିମନ୍ତେ ଏକ ମାର୍ଗ ଥାଇପରେ ଯାହା ଲେଖକ ଏକ ତୁଳନା କରୁଛନ୍ତି I # is testified that he lives on ଶାସ୍ତ୍ରରେ କେବେହେଁ ସ୍ପଷ୍ଟଭାବରେ ଲେଖା ଯାଇନାହିଁ ଯେ ମଲାକୀସେଦକ ମୃତ୍ୟୁଭୋଗ କରିଛନ୍ତି I ଏବ୍ରୀ ପୁସ୍ତକର ଲେଖକ ଶାସ୍ତ୍ରରେ ମଲକୀସେଦକଙ୍କ ମୃତ୍ୟୁର ସୂଚନା ନ ଥିବା ବିଷୟରେ କହନ୍ତି ଯେପରି ଏହା ଏକ ସାକାରତ୍ମକ ବକ୍ତବ୍ୟ ଥିଲେ ଯେ ସେ ଏବେ ସୁଦ୍ଧା ଜୀବିତ ଅଟନ୍ତି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ; “ଶାସ୍ତ୍ର ଦର୍ଶାଏ ଯେ ସେ ଜୀବିତ ରହନ୍ତି” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])