# Connecting Statement: ବିଶ୍ବାସୀମାନଙ୍କୁ ଆପଣାର ତୃତୀୟ ସତର୍କବାଣୀ ଓ ଉତ୍ସାହ ଦେବାର ଶେଷ କଲାପରେ, ଏବ୍ରୀ ପୁସ୍ତକର ଲେଖକ ଯୀଶୁଙ୍କୁ ଜଣେ ଯାଜକଭାବରେ ମଲକୀସେଦକ ଯାଜକଙ୍କ ସହିତ ତୁଳନା କରି ଚାଲିଛନ୍ତି I # as a secure and reliable anchor for the soul ଯେପରି ଗୋଟିଏ ଲଙ୍ଗର ଗୋଟିଏ ନୌକାକୁ ପାଣିରେ ଟଳମଳ ହେବାକୁ ଦିଏ ନାହିଁ, ସେହିପରି ଯୀଶୁ ଆମ୍ଭମାନଙ୍କୁ ଈଶ୍ବରଙ୍କ ଉପସ୍ଥିତିରେ ନିରାପଦରେ ରହିବାକୁ ଦିଅନ୍ତି I ଅନ୍ୟଏକ ଅନୁବାଦରେ: “ତାହା ଆମ୍ଭମାନଙ୍କୁ ଈଶ୍ବରଙ୍କ ଉପସ୍ଥିତିରେ ନିରାପଦରେ ଜୀବନଯାପନ କରିବାକୁ ଦିଏ” (ଦେଖ: [[rc://*/ta/man/translate/figs-metaphor]]) # a secure and reliable anchor ଏଠାରେ “ସୁରକ୍ଷିତ” ଏବଂ “ଅଟଳ” ଶବ୍ଦଗୁଡିକ ମୌଳିକଭାବରେ ସମାନ ବିଷୟ ଓ ଲଙ୍ଗରର ସମ୍ପୂର୍ଣ୍ଣ ନିର୍ଭରଶୀଳତାକୁ ଗୁରୁତ୍ବାରୋପ କରେ I ଅନ୍ୟଏକ ଅନୁବାଦରେ: “ଏକ ସମ୍ପୂର୍ଣ୍ଣ ନିର୍ଭରଶୀଳ ଲଙ୍ଗର” (ଦେଖ: [[rc://*/ta/man/translate/figs-doublet]]) # hope that enters into the inner place behind the curtain ଦୃଢ଼ ଭରସା ବିଷୟରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତି ଥିଲେ ଯେ ମନ୍ଦିରର ମହାପବିତ୍ର ସ୍ଥାନକୁ ଯାଇ ପାରିବ I (ଦେଖ: [[rc://*/ta/man/translate/figs-personification]]) # the inner place ଏହା ମନ୍ଦିରର ମହା ପବିତ୍ର ସ୍ଥାନ ଥିଲା I ଏହି ଏପରି ଏକ ସ୍ଥାନ ବିଷୟରେ ବିବେଚନା କରାଯାଏ ଯେଉଁଠାରେ ଈଶ୍ବର ଆପଣା ଲୋକମାନଙ୍କ ମଧ୍ୟରେ ଅତି ଘନିଷ୍ଠଭାବରେ ଉପସ୍ଥିତ ରହୁଥିଲେ I ଏହି ଅନୁଚ୍ଛେଦରେ, ଏହି ସ୍ଥାନ ସ୍ବର୍ଗ ଓ ଈଶ୍ବରଙ୍କ ସିଂହାସନର କୋଠରୀକୁ ବୁଝାଏ I (ଦେଖ: [[rc://*/ta/man/translate/figs-metaphor]])