# We greatly desire ଏପରିକି ଲେଖକ ଯଦିୟ ବହୁବାଚକ ସର୍ବନାମ “ଆମ୍ଭେମାନେ” ବ୍ୟବହାର କରୁଛନ୍ତି, ସେ ପ୍ରାୟତଃ କେବଳ ଆପଣା ବିଷୟରେ ଉଲ୍ଲେଖ କରିବା ଭଳି ମନେ ହୁଏ I ଅନ୍ୟଏକ ଅନୁବାଦରେ: “ମୁଁ ଏକାନ୍ତ ଇଚ୍ଛା କରୁଅଛି” (ଦେଖ: [[rc://*/ta/man/translate/figs-pronouns]]) # diligence ଯତ୍ନଶୀଳ, କଠିନ ପରିଶ୍ରମ # to the end ଅନ୍ତର୍ନିହିତ ଅର୍ଥକୁ ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭମାନଙ୍କ ଜୀବନର ଶେଷ ପର୍ଯ୍ୟନ୍ତ” (ଦେଖ: [[rc://*/ta/man/translate/figs-explicit]]) # in order to make your hope certain ସମ୍ପୂର୍ଣ୍ଣ ନିଶ୍ଚିତତା ପାଇବା ସକାଶେ ତୁମ୍ଭେମାନେ ପ୍ରାପ୍ତ କରିବ ଯାହା ଈଶ୍ବର ପ୍ରତିଜ୍ଞା କରି ଅଛନ୍ତି