# takes milk ଏଠାରେ “ନିଅନ୍ତି”ର ଅର୍ଥ “ପାନ କରନ୍ତି I” ଅନ୍ୟଏକ ଅନୁବାଦରେ: “ଦୁଗ୍ଧ ପାନ କରନ୍ତି” (ଦେଖ: [[rc://*/ta/man/translate/figs-metonymy]]) # because he is still a little child ଆତ୍ମିକ ପରିପକ୍ବତା ଏକ ପ୍ରକାର ଖାଦ୍ୟ ସହିତ ତୁଳନା କରାଯାଏ ଯାହା ପ୍ରାପ୍ତ ବୟସ୍କ ଶିଶୁ ଭୋଜନ କରେ, ଗୁରୁପାକ ଖାଦ୍ୟ ଜଣେ କ୍ଷୁଦ୍ର ଶିଶୁ ନିମନ୍ତେ ନୁହେ, ଏବଂ ଏହି ପ୍ରତିଛବି ଜଣେ ପ୍ରାପ୍ତବୟସ୍କ ଖ୍ରୀଷ୍ଟିୟାନକୁ ବର୍ଣନା କରେ ଯେ କେବଳ ସରଳ ସତ୍ୟତାକୁ ଶିକ୍ଷା କରେ; କିନ୍ତୁ ପରେ, ଛୋଟ ପିଲାଟିକୁ ଅତ୍ୟଧିକ ଗୁରୁପାକ ଖାଦ୍ୟ ଜଣେ କ୍ଷୁଦ୍ର ଶିଶୁକୁ ଦିଆଯାଏ, ଯେପରି ଜଣେ ପରିପକ୍ବ ବ୍ୟକ୍ତି ଯେକୌଣସି ବିଷୟ ଶିକ୍ଷା କରେ ଯାହା ଅଧିକ କଷ୍ଟକର ଅଟେ I (ଦେଖ: [[rc://*/ta/man/translate/figs-metaphor]])