# Connecting Statement: ୧୧ ପଦରେ ଲେଖକ ତାହାଙ୍କ ତୃତୀୟ ସତର୍କବାଣୀ ଆରମ୍ଭ କରନ୍ତି I ସେ ଏହି ବିଶ୍ବାସୀମାନଙ୍କୁ ସତର୍କ କରାଇ ଦେଉଛନ୍ତି ଯେ ସେମାନେ ଏପର୍ଯ୍ୟନ୍ତ ପରିପକ୍ବ ନୁହନ୍ତି ଏବଂ ଈଶ୍ବରଙ୍କ ବାକ୍ୟ ଶିକ୍ଷା କରିବା ନିମନ୍ତେ ଉତ୍ସାହ ଦେଉଛନ୍ତି, ଯେପରି ସେମାନେ ଭୁଲ୍ ଠାରୁ ଠିକ ବୁଝି ପାରିବେ I # He was made perfect ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: ”ଈଶ୍ବର ତାହାଙ୍କୁ ସିଦ୍ଧ କଲେ” (ଦେଖ: [[rc://*/ta/man/translate/figs-activepassive]]) # made perfect ଏଠାରେ ଏହାର ଅର୍ଥ ଜୀବନର ସବୁ ଦିଗରେ ସିଦ୍ଧ କରାଯାଇ ଈଶ୍ବରଙ୍କ ସମ୍ଭ୍ରମ କରିବାକୁ ସମର୍ଥ ହେବା I # became, for everyone who obeys him, the cause of eternal salvation ଗୁଣବାଚକ ବିଶେଷ୍ୟ “ପରିତ୍ରାଣ” କ୍ରିୟା ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ବର୍ତ୍ତମାନ ସେ ସମସ୍ତଙ୍କୁ ଉଦ୍ଧାର କରନ୍ତି ଯେଉଁମାନେ ତାହାଙ୍କ ଆଜ୍ଞା ପାଳନ କରନ୍ତି ଏବଂ ସେମାନଙ୍କ ଅନନ୍ତ ଜୀବନର କାରଣ ହୁଅନ୍ତି” (ଦେଖ: [[rc://*/ta/man/translate/figs-abstractnouns]])