# General Information: ଏହି ଉଦ୍ଧୃତ ବାକ୍ୟ ପୁରାତନ ନିୟମର ଗୀତସଂହିତାରୁ ଆସିଅଛି I # takes this honor ସମ୍ଭ୍ରମ ବିଷୟରେ କୁହାଯାଏ ଯେପରି ଏହା ଏପରି ଏକ ବିଷୟ ଥିଲା, ଯାହା ଜଣେ ବ୍ୟକ୍ତି ଆପଣା ହସ୍ତରେ ଧାରଣ କରି ପାରିବ I (ଦେଖ: [[rc://*/ta/man/translate/figs-metaphor]]) # takes this honor “ସମ୍ଭ୍ରମ” କିମ୍ବା ପ୍ରସଂଶା ଏବଂ ସମ୍ମାନ ଯାହା ଲୋକମାନେ ତାହାଙ୍କର କାର୍ଯ୍ୟ ନିମନ୍ତେ ମହାଯାଜକଙ୍କୁ ଦେଲେ I (ଦେଖ: [[rc://*/ta/man/translate/figs-metonymy]]) # he is called by God, just as Aaron was ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ଆହ୍ବାନ କଲେ, ଯେପରି ହାରୋଣଙ୍କୁ ଆହ୍ବାନ କରିଥିଲେ” (ଦେଖ: [[rc://*/ta/man/translate/figs-activepassive]])