# Connecting Statement: ଲେଖକ ପୁରାତନ ନିୟମର ଯାଜକମାନଙ୍କ ପାପପୂର୍ଣ୍ଣ ଜୀବନ ବର୍ଣ୍ଣନା କରୁଛନ୍ତି, ଅତଏବ ସେ ଦେଖାଉଛନ୍ତି ଯେ ଖ୍ରୀଷ୍ଟଙ୍କର ଏକ ଉତ୍ତମ ଯାଜକପଦ ଅଛି, ଯାହା ହାରୋଣଙ୍କ ଯାଜକପଦ ଉପରେ ଆଧାରିତ ନହୋଇ, ମଲକୀସେଦକଙ୍କ ଯାଜକପଦ ଉପରେ ଆଧାରିତ ଥିଲା I # chosen from among people ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହାଙ୍କୁ ଈଶ୍ବର ଲୋକମାନଙ୍କ ମଧ୍ୟରୁ ମନୋନୀତ କରିଥିଲେ” (ଦେଖ: [[rc://*/ta/man/translate/figs-activepassive]]) # is appointed ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ନିଯୁକ୍ତ କରନ୍ତି” (ଦେଖ: [[rc://*/ta/man/translate/figs-activepassive]]) # to act on the behalf of people ଲୋକମାନଙ୍କ ପକ୍ଷ ନେବା ନିମନ୍ତେ