# General Information: ପ୍ରଥମ ଭାବବାଦୀ ସମ୍ଭନ୍ଧିୟ ଉଦ୍ଧୃତ ବାକ୍ୟ (ତୁମ୍ଭେ ଆମ୍ଭର ପୁତ୍ର) ଗୀତସଂହିତାରୁ ଆସିଅଛି I ଭାବବାଦୀ ଶାମୁୟେଲ ଦ୍ବିତୀୟ ଉଦ୍ଧୃତ (ଆମ୍ଭେ ତାହାଙ୍କର ପିତା ହେବା) ଲେଖିଥିଲେ I ସମସ୍ତ ବିଷୟ “ସେ” ଯୀଶୁ, ପୁତ୍ରଙ୍କୁ ବୁଝାଏ I “ତୁମ୍ଭେ” ଶବ୍ଦଟି ଯୀଶୁଙ୍କୁ ବୁଝାଏ ଏବଂ “ଆମ୍ଭେ” ଓ “ଆମ୍ଭକୁ” ଶବ୍ଦଗୁଡିକ ପିତା ଈଶ୍ବରଙ୍କୁ ବୁଝାଏ I # He has become ପୁତ୍ର ହୋଇ ଅଛନ୍ତି # as the name he has inherited is more excellent than their name ଏଠାରେ “ନାମ” ସମ୍ମାନ ଓ ଅଧିକାରକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେପରି ସେ ପ୍ରାପ୍ତ କରିଥିବା ସମ୍ମାନ ଏବଂ ଅଧିକାର ସେମାନଙ୍କ ସମ୍ମାନ ଓ ଅଧିକାର ଅପେକ୍ଷା ଶ୍ରେଷ୍ଠ ଅଟେ” (ଦେଖ: [[rc://*/ta/man/translate/figs-metonymy]]) # he has inherited ଲେଖକ ସମ୍ମାନ ଓ ଅଧିକାର ପ୍ରାପ୍ତ ହେବା ବିଷୟରେ କହନ୍ତି ଯେପରି ସେ ପିତାଙ୍କଠାରୁ ସମ୍ପତ୍ତି ଏବଂ ସମୃଦ୍ଧି ଅଧିକାର କରୁଅଛି I ଅନ୍ୟଏକ ଅନୁବାଦରେ: “ସେ ପ୍ରାପ୍ତ କରିଛନ୍ତି I (ଦେଖ: [[rc://*/ta/man/translate/figs-metaphor]])