# she represents ସେ ଏକ ଚିତ୍ର ଅଟେ # she is in slavery with her children ହାଗାର ଏକ ଦାସୀ ଥିଲା ଏବଂ ତାହାର ପିଲାମାନେ ତାହା ସହିତ ଦାସ ହେଲେ । ଅନ୍ୟ ଏକ ଅନୁବାଦରେ: “ଯିରୂଶାଲମ, ହାଗାର ସଦୃଶ, ଏବଂ ତାହାର ପିଲାମାନେ ତାହା ସହିତ ଦାସ ଅଟନ୍ତି” (ଦେଖ: [[rc://*/ta/man/translate/figs-metaphor]])