# Connecting Statement: ପାଉଲ ବିଶ୍ବାସୀମାନଙ୍କୁ କହନ୍ତି ଯେ ଅନୁଗ୍ରହ ଏବଂ ବ୍ୟବସ୍ଥା ଏକ ସଙ୍ଗରେ କାର୍ଯ୍ୟ କରି ପାରିବ ନାହିଁ । # My little children ଏହା ଶିଷ୍ୟ କିମ୍ବା ଅନୁସରଣକାରୀମାନଙ୍କ ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ମୋ ସକାଶେ ଶିଷ୍ୟ ହୋଇଅଛ” (ଦେଖ: [[rc://*/ta/man/translate/figs-metaphor]]) # I am in the pains of childbirth for you until Christ is formed in you ପାଉଲ ଗାଲାତୀୟମାନଙ୍କ ବିଷୟରେ ତାହାଙ୍କ ଚିନ୍ତାକରି ଏକ ରୁପକ ସ୍ବରୁପେ ପ୍ରସବ ଶବ୍ଦ ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ମୋତେ କଷ୍ଟ ହେଉଛି ଯେପରି ମୁଁ ଏକ ମହିଳା ଥିଲି ଓ ତୁମମାନଙ୍କୁ ଜନ୍ମ ଦେବାର ଥିଲା, ଏବଂ ମୁଁ ସେହି କଷ୍ଟରେ ରହିବି ଯେପର୍ଯ୍ୟନ୍ତ ଖ୍ରୀଷ୍ଟ ସତ୍ୟରେ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ନାହାନ୍ତି” (ଦେଖ: [[rc://*/ta/man/translate/figs-metaphor]])