# Connecting Statement: ପାଉଲ ଗାଲାତୀୟ ବିଶ୍ବାସୀଙ୍କୁ ସ୍ଣରଣ କରାଇ ଦିଅନ୍ତି ଯେ ଯେତେବେଳେ ସେ ସେମାନଙ୍କ ସହିତ ଥିଲେ, ସେମାନେ ତାହାଙ୍କ ସହିତ କିପରି ବ୍ୟବହାର କରିଥିଲେ, ଏବଂ ଯେତେବେଳେ ସେ ସେଠାରେ ସେମାନଙ୍କ ସହିତ ନ ରହି ସେମାନଙ୍କୁ ତାହାଙ୍କ ଉପରେ ଭରଷା କରିବା ନିମନ୍ତେ ଉତ୍ସାହ ଦିଅନ୍ତି । # beg ଏଠାରେ ଏହାର ଅର୍ଥ ପଚାରିବା କିମ୍ବା ଦୃଢତାର ସହିତ ବାଧ୍ୟ କରିବା । ଏହା ଅର୍ଥ କିମ୍ବା ଖାଦ୍ୟ କିମ୍ବା ଜାଗତିକ ବସ୍ତୁଗୁଡିକ ନିମନ୍ତେ ବ୍ୟବହୃତ ଶବ୍ଦ ନୁହେଁ । # brothers ଦେଖ ତୁମେ ଏହାକୁ [ଗାଲାତୀୟ ୧: ୨] (../୦୧/୦୨.md)ରେ କିପରି ଅନୁବାଦ କରିଅଛ । # You did me no wrong ଏହାକୁ ସକାରାତ୍ମକ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ ତୁମେମାନେ ମୋ ସହିତ ଭଲ ବ୍ୟବହାର କରିଅଛ” ଓ “ତୁମେମାନେ ମୋ ସହିତ ଉଚିତ ବ୍ୟବାହର କରିଅଛ”