# Now ଏହି ଶବ୍ଦ ଦର୍ଶାଏ ଯେ ପାଉଲ ଏକ ସାଧାରଣ ସିଦ୍ଧାନ୍ତ କହୁଛନ୍ତି ଏବଂ ବର୍ତ୍ତମାନ ଏକ ବିଶେଷ ବିଷୟର ପରିଚୟ ଆରମ୍ଭ କରୁଛନ୍ତି । # referring to many ଅନେକ ପୂର୍ବପୁରୁଷମାନଙ୍କୁ ଦର୍ଶାଉଛନ୍ତି # to your descendant “ତୁମର” ଶବ୍ଦ ଏକବଚନ ଅଟେ ଏବଂ ଏକ ବିଶିଷ୍ଟ ବ୍ୟକ୍ତିକୁ ବୁଝାଏ, ଯେ ଅବ୍ରହାମଙ୍କ ଏକ ବିଶେଷ ଉତ୍ତରାଧିକାରୀ ଅଟେ (ଏବଂ ସେହି ଉତ୍ତରାଧିକାରୀ “ଖ୍ରୀଷ୍ଟ”ଙ୍କୁ ବୁଝାଏ) । (ଦେଖ: [[rc://*/ta/man/translate/figs-you]])