# it was by revelation of Jesus Christ to me ସମ୍ଭାବିତ ଅର୍ଥଗୁଡିକ ୧) “ଯୀଶୁ ଖ୍ରୀଷ୍ଟ ସ୍ବୟଂ ମୋଠାରେ ସୁସମାଚାର ପ୍ରକାଶ କରିଛନ୍ତି” କିମ୍ବା ୨) “ଈଶ୍ବର ମୋଠାରେ ସୁସମାଚାର ପ୍ରକାଶ କରିଛନ୍ତି ଯେତେବେଳେ ସେ ମୋତେ ଯୀଶୁ ଖ୍ରୀଷ୍ଟ କିଏ ଥିଲେ ତାହା ଦେଖାଇଲେ ।”