# be obedient to ଆଜ୍ଞା ପାଳନ କର I ଏହା ଗୋଟିଏ ଆଜ୍ଞା I # deep respect and trembling ସେମାନଙ୍କର କର୍ତ୍ତାମାନଙ୍କୁ ସମ୍ମାନ କରିବାର ଗୁରୁତ୍ବକୁ ଜୋର୍ ଦେବା ନିମନ୍ତେ “ଭୟ ଓ କମ୍ପ” ବାକ୍ୟାଂଶଟି ଦୁଇଟି ଏକାଭଳି ଚିନ୍ତାଧାରାକୁ ବ୍ୟବହାର କରିଛି I (ଦେଖ: [[rc://*/ta/man/translate/figs-doublet]] ଓ [[rc://*/ta/man/translate/figs-idiom]]) # and trembling ଦାସମାନେ ଆପଣା ଆପଣା କର୍ତ୍ତାମାନଙ୍କର ଆଜ୍ଞା ପାଳନ କରିବା ଯେ କେତେ ଗୁରୁତ୍ବପୂର୍ଣ୍ଣ, ସେ ବିଷୟକୁ ଗୁରୁତ୍ବ ଦେବାନିମନ୍ତେ ଏଠାରେ “କମ୍ପ”କୁ ଗୋଟିଏ ଅତିରଞ୍ଜନ ଭାବରେ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ଓ ଭୟ” କିମ୍ବା “ସତେ ଯେପରି ତୁମ୍ଭେମାନେ ଭୟରେ ଥରୁଅଛ” (ଦେଖ: [[rc://*/ta/man/translate/figs-hyperbole]]) # in the honesty of your heart ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନ କିମ୍ବା ଅଭିପ୍ରାୟ ନିମନ୍ତେ ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ସାଧୁତାର ସହିତ” କିମ୍ବା “ବିଶ୍ବସ୍ତତାର ସହିତ” (ଦେଖ: [[rc://*/ta/man/translate/figs-metonymy]])