# Connecting Statement: ପାଉଲ ବୁଝାଇବାକୁ ଆରମ୍ଭ କରୁଛନ୍ତି ଯେ ଖ୍ରୀଷ୍ଟିୟାନମାନେ କିପରି ପରସ୍ପରର ବଶୀଭୂତ ହେବା ଉଚିତ ([ଏଫିସୀୟ ୫:୨୧](../05/21.md)) I ସେ ସ୍ତ୍ରୀ ଓ ସ୍ବାମୀମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କରି କହୁଛନ୍ତି ଯେ ସେମାନେ ପରସ୍ପର ପ୍ରତି କିପରି ବ୍ୟବହାର କରିବା ଉଚିତ I