# Awake, you sleeper, and arise from the dead ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପାଉଲ ଅବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ଯେପରି ଜଣେ ମରିଯାଇଥିବା ଲୋକ ସଚେତନ ହେବା ନିମନ୍ତେ ପୁନର୍ବାର ଉଠିବା ଆବଶ୍ୟକ, ସେପରି ସେମାନେ ସେମାନଙ୍କର ଆତ୍ମିକଭାବରେ ମୃତ ହୋଇଥିବା ଅବସ୍ଥାରୁ ଜାଗିଉଠିବା ପ୍ରୟୋଜନ, କିମ୍ବା ୨) ପାଉଲ ଏଫିସୀୟ ବିଶ୍ବାସୀମାନଙ୍କୁ କହୁଛନ୍ତି ଓ ସେମାନଙ୍କର ଆତ୍ମିକ ଦୁର୍ବଳତାପାଇଁ ମୃତ୍ୟୁକୁ ଗୋଟିଏ ରୂପକଭାବରେ ବ୍ୟବହାର କରୁଛନ୍ତି I (ଦେଖ: [[rc://*/ta/man/translate/figs-apostrophe]] ଓ [[rc://*/ta/man/translate/figs-metaphor]]) # from the dead ସମସ୍ତ ମୃତ ଲୋକମାନଙ୍କ ମଧ୍ୟରୁ I ଏହି ଭାବପ୍ରକାଶ ଭୂମିଗତ ସମସ୍ତ ମୃତ ଲୋକମାନଙ୍କ ସମ୍ବନ୍ଧରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଉଠିଆସିବାର ଅର୍ଥ ପୁନର୍ବାର ଜୀବିତ ହେବା I # you sleeper ... shine on you ଏହି “ତୁମ୍ଭେ” ଶବ୍ଦର ବ୍ୟବହାର ନିଦ୍ରାଳୁକୁ ବୁଝାଏ ଓ ଏକବଚନ ଅଟେ I (ଦେଖ: [[rc://*/ta/man/translate/figs-you]]) # Christ will shine on you ଖ୍ରୀଷ୍ଟ ଜଣେ ଅବିଶ୍ବାସୀକୁ ବୁଝିବାକୁ ସକ୍ଷମ କରିବେ ଯେ ତାହାର କର୍ମଗୁଡିକ କେତେ ମନ୍ଦ ଓ କିପରି ଖ୍ରୀଷ୍ଟ ତାହାକୁ କ୍ଷମାଦେଇ ନୂତନ ଜୀବନ ଦେବେ, ଠିକ୍ ଯେପରି ଅନ୍ଧକାର ଲୁଚାଇଥିବା ବିଷୟଟି ପ୍ରକୃତରେ କ'ଣ ତାହା ଆଲୋକ ଦେଖାଇଦିଏ I (ଦେଖ: [[rc://*/ta/man/translate/figs-metaphor]])