# to be renewed in the spirit of your minds ଏହାକୁ ଗୋଟିଏ କର୍ତ୍ତୃବାଚ୍ୟ ସହିତ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମନୋଭାବ ଓ କଳ୍ପନାକୁ ପରିବର୍ତ୍ତନ କରିବା ନିମନ୍ତେ ଈଶ୍ବରଙ୍କୁ ସୁଯୋଗ ଦେବା” କିମ୍ବା “ତୁମ୍ଭମାନଙ୍କୁ ନୂତନ ମନୋଭାବ ଓ କଳ୍ପନା ଦେବା ନିମନ୍ତେ ଈଶ୍ବରଙ୍କୁ ସୁଯୋଗ ଦେବା” (ଦେଖ: [[rc://*/ta/man/translate/figs-activepassive]])