# General Information: ଦାଉଦ ଲେଖିଥିବା ଗୋଟିଏ ଗୀତରୁ ଏଠାରେ ଉଦ୍ଧୃତ କରାଯାଇଛି # Connecting Statement: ପାଉଲ ବିଶ୍ବାସୀମାନଙ୍କୁ ମଣ୍ଡଳୀ, ଅର୍ଥାତ୍ ବିଶ୍ବାସୀମାନଙ୍କ ସମାହାରରେ ବ୍ୟବହାର କରିବା ନିମନ୍ତେ ଖ୍ରୀଷ୍ଟ ଦେଉଥିବା ଦାନ ବିଷୟରେ ସ୍ମରଣ କରାଇ ଦେଉଛନ୍ତି I # To each one of us grace has been given ଏହାକୁ କର୍ତ୍ତୃବାଚ୍ୟ ବ୍ୟବହାରକରି କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କ ପ୍ରତ୍ୟେକଙ୍କୁ ଅନୁଗ୍ରହ ଦେଇଅଛନ୍ତି” କିମ୍ବା “ଈଶ୍ବର ପ୍ରତ୍ୟେକ ବିଶ୍ବାସୀକୁ ଦାନ ଦେଲେ” (ଦେଖ: [[rc://*/ta/man/translate/figs-activepassive]])