# Connecting Statement: ପାଉଲ [ଏଫିସୀୟ ୩:୧୪](../03/14.md)ରେ ଆରମ୍ଭ କରିଥିବା ପ୍ରାର୍ଥନା ଜାରିରଖିଛନ୍ତି I # that Christ may live in your hearts through faith, that you will be rooted and grounded in his love ଏହା ପାଉଲଙ୍କ ପ୍ରାର୍ଥନାର ଦ୍ବିତୀୟ ବିଷୟ ଯାହା ଈଶ୍ବର “ଆପଣା ଗୌରବରୂପ ନିଧି ଅନୁସାରେ” ଏଫିସୀୟ ମାନଙ୍କୁ ଦେବେ ବୋଲି କହୁଛନ୍ତି I ପ୍ରଥମ ବିଷୟ ହେଉଛି ସେମାନେ “ବଳବାନ୍ ହେବେ” ([ଏଫିସୀୟ ୩:୧୬](../03/16.md))I # that Christ may live in your hearts through faith ଏଠାରେ “ହୃଦୟ” ଜଣେ ଲୋକର ଆନ୍ତରିକ ପୁରୁଷକୁ ବୁଝାଏ ଓ “ଦ୍ବାରା” ମାଧ୍ୟମକୁ ବୁଝାଏ, ଯାହା ଦ୍ବାରା ଖ୍ରୀଷ୍ଟ ବିଶ୍ବାସୀମାନଙ୍କ ଅନ୍ତରରେ ବାସ କରନ୍ତି I ଖ୍ରୀଷ୍ଟ ବିଶ୍ବାସୀମାନଙ୍କ ହୃଦୟରେ ବାସ କରନ୍ତି, କାରଣ ଈଶ୍ବର ଅନୁଗ୍ରହରେ ସେମାନଙ୍କୁ ବିଶ୍ବାସ ଦିଅନ୍ତି I ବିକଳ୍ପ ଅନୁବାଦ: “ଯେପରି ଖ୍ରୀଷ୍ଟ ତୁମ୍ଭମାନଙ୍କ ଅନ୍ତରରେ ବାସ କରିବେ, କାରଣ ତୁମ୍ଭେମାନେ ତାହାଙ୍କଠାରେ ବିଶ୍ବାସ କରୁଅଛ” (ଦେଖ: [[rc://*/ta/man/translate/figs-metonymy]]) # that you will be rooted and grounded in his love ପାଉଲ ସେମାନଙ୍କ ବିଶ୍ବାସ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଗଭୀର ମୂଳ ଥିବା ବୃକ୍ଷ ବା ଏକ ଦୃଢ଼ ଭିତ୍ତିମୂଳ ଉପରେ ସ୍ଥାପିତ ଗୋଟିଏ ଗୃହ I ବିକଳ୍ପ ଅନୁବାଦ: “ଯେପରି ତୁମେ ଦୃଢ଼ଭାବରେ ବଦ୍ଧମୂଳ ଗୋଟିଏ ବୃକ୍ଷ ବା ପ୍ରସ୍ତର ଉପରେ ସ୍ଥାପିତ ଗୋଟିଏ ଗୃହ ହେବ” (ଦେଖ: [[rc://*/ta/man/translate/figs-metaphor]])