# according to the revelation made known to me ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମୋ ନିକଟରେ ଯାହା ପ୍ରକାଶ କରିଛନ୍ତି ତଦନୁସାରେ” (ଦେଖ: [[rc://*/ta/man/translate/figs-activepassive]]) # about which I briefly wrote to you ପାଉଲ ଏହି ଲୋକମାନଙ୍କୁ ଲେଖିଥିବା ଆଉ ଗୋଟିଏ ପତ୍ର ବିଷୟରେ ଉଲ୍ଲେଖ କରୁଛନ୍ତି I