# that the eyes of your heart may be enlightened ଏଠାରେ “ହୃଦୟ” ଗୋଟିଏ ରୂପକ ଯାହା ମନୁଷ୍ୟର ମନକୁ ବୁଝାଏ I “ଆନ୍ତରିକ ଚକ୍ଷୁ” ବାକ୍ୟାଂଶଟି ଗୋଟିଏ ରୂପକ ଯାହା ଜଣକର ଜ୍ଞାନ ଲାଭ କରିବାର ଦକ୍ଷତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଜ୍ଞାନ ପ୍ରାପ୍ତ ହୋଇ ଆଲୋକିତ ହୋଇପାରିବ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]]) # that the eyes of your heart may be enlightened ଏହାକୁ ଗୋଟିଏ କର୍ତ୍ତୃବାଚ୍ୟ କାଳ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର ତୁମ୍ଭମାନଙ୍କର ହୃଦୟକୁ ଆଲୋକିତ କରିବେ” କିମ୍ବା “ଯେପରି ଈଶ୍ବର ତୁମ୍ଭମାନଙ୍କର ଜ୍ଞାନକୁ ଆଲୋକିତ କରିବେ” (ଦେଖ: [[rc://*/ta/man/translate/figs-activepassive]]) # enlightened ଦେଖାଯିବା ନିମନ୍ତେ # inheritance ଈଶ୍ବର ବିଶ୍ବାସୀମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ପ୍ରାପ୍ତ ହେବା ବିଷୟରେ କୁହାଯାଏ ଯେ ସତେ ଯେପରି ଜଣେ ଲୋକ ପରିବାରର ଜଣେ ସଦସ୍ୟଙ୍କଠାରୁ ସମ୍ପତ୍ତି ବା ଧନ ଉତ୍ତରାଧିକାର ସ୍ବରୂପେ ପ୍ରାପ୍ତ ହେଉଅଛି I (ଦେଖ: [[rc://*/ta/man/translate/figs-metaphor]]) # all God's holy people ଯେଉଁମାନଙ୍କୁ ସେ ଆପଣା ନିମନ୍ତେ ପୃଥକ୍ କରିଅଛନ୍ତି କିମ୍ବା “ଯେଉଁମାନେ ସମ୍ପୂର୍ଣ୍ଣଭାବରେ ତାହାଙ୍କର ହୋଇଅଛନ୍ତି”