# He lavished this grace upon us ସେ ଆମ୍ଭମାନଙ୍କୁ ଏହି ପରିମାଣର ଅନୁଗ୍ରହ ଦେଲେ” କିମ୍ବା “ସେ ଆମ୍ଭମାନଙ୍କ ପ୍ରତି ଅତ୍ୟଧିକ ଦୟାଳୁ ହୋଇଅଛନ୍ତି” # with all wisdom and understanding ସମ୍ଭାବିତ ଅର୍ଥଗୁଡିକ ହେଲା ୧) “କାରଣ ତାହାଙ୍କର ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଅଛି” ୨) “ଯେପରି ଆମ୍ଭେମାନେ ମହା ଜ୍ଞାନ ଓ ବୁଦ୍ଧି ପାଇପାରିବା”