# Walk in wisdom toward those outside ଜଣେ ବ୍ୟକ୍ତିଙ୍କ ଶୈଳିର / ଆଚରଣର ଅର୍ଥକୁ ଚାଲିବାର ଅର୍ଥରେ ଅନେକ ଥର ବ୍ୟବହାର ହୋଇଛି। ଅନ୍ୟ ଏକ ଅନୁବାଦ: “ଏପରି ଜୀବନଜାପନ କର ଯେଉଁମାନେ ଅବିଶ୍ବାସି ସେମାନେ ଦେଖିବେ କି ତୁମେ ଜ୍ଞାନୀ ଅଟ” (ଦେଖ:[[rc://*/ta/man/translate/figs-metaphor]]) # redeem the time କୌଣସି ବିଷୟକୁ “ଉଦ୍ଧାର କରିବା” ଶଦ୍ଦର ଅର୍ଥ ଅଧିକାରଯୁକ୍ତ ମାଲିକଙ୍କୁ ଫେରାଇ ଦେବା । ଏଠାରେ ସମୟକୁ ଏମିତି ବିଷୟରେ କୁହାଯାଇଛି ଯାହାକୁ ପୁନର୍ବାର ସ୍ତପିତ କରାଯାଇପାରିବଏବଂ ଏହାର ବ୍ୟବହାର ଈଶ୍ବରଙ୍କର ସେବା ପାଇଁ କରାଯାଇପାରିବ। ଅନ୍ୟ ଏକ ଅନୁବାଦ: “ତୁମ୍ଭମାନଙ୍କର ସମୟ ଥିବା ସମୟରେ ଉତ୍ତମ କାର୍ଯ୍ୟ କର” ବା “ସମୟକୁ ଉତ୍ତମତାର ସହିତ ବ୍ୟବହାର କର”(ଦେଖ:[[rc://*/ta/man/translate/figs-metaphor]])