# God would open a door କାହା ପାଇଁ ଗୋଟିଏ ଦ୍ବାରା ଖୋଲିବା ଏହା ଏକ ରୂପକ ଅଟେ, ଯାହାର ଅର୍ଥ ସେହି ବ୍ୟକ୍ତି ଜଣକୁ କିଛି କରିବା ପାଇଁ ସୁଯୋଗ ଦେବା। ଅନ୍ୟ ଏକ ଅନୁବାଦ: “ଇଶ୍ବର ସୂଯୋଗ ପ୍ରଦାନ କରିବେ” (ଦେଖ:[[rc://*/ta/man/translate/figs-metaphor]]) # open a door for the word ଆମକୁ ତାହାଙ୍କ ସୁସମାଚାରର ପ୍ରଚାର କରିବାକୁ ସୂଯୋଗ ଦିଅ # the secret truth of Christ ଏହା ଯୀଶୁଖ୍ରୀଷ୍ଟକ ସୁସମାଚାରକୁ ଦର୍ଶାଏ, ଯାହାଙ୍କୁ ଖ୍ରୀଷ୍ଟଙ୍କୁ ଆସିବା ପୂର୍ବରୁ ବୁଝିପାରିନଥିଲେ। # Because of this, I am chained up ଏଠାରେ “ବନ୍ଦୀ”ର ଶଦ୍ଦ ଏକ ଉପମାନ ଅଟେ। ଅନ୍ୟ ଏକ ଅନୁବାଦ: “ଯୀଶୁ ଖ୍ରୀଷ୍ଟଙ୍କର ସନ୍ଦେଶକୁ ଘୋଷଣା କରିବା ପାଇଁ ମୁଁ ଏବେ ଜେଲରେ ଅଛି” (ଦେଖ:[[rc://*/ta/man/translate/figs-metonymy]])