# General Information: ଏଠାରେ “ଆମକୁ” ଶବ୍ଦ ପାଉଲ ଏବଂ ତୀମଥିକୁ ଦର୍ଶାଏ କିନ୍ତୁ କଲସୀୟମାନଙ୍କୁ ନୁହେଁ। (ଦେଖ:[[rc://*/ta/man/translate/figs-exclusive]]) # Connecting Statement: ପାଉଲ ବିଶ୍ବାସୀମାନଙ୍କୁ କେମିତି ଜୀବନଜାପନ କରିବେ ଏବଂ କଥା କହିବା ବିଷୟରେ ନିର୍ଦେଶ ଦେଇଚାଲିଛନ୍ତି। # Continue steadfastly in prayer ବିଶ୍ବସ୍ତ ଭାବରେ ପ୍ରାର୍ଥନା କରିବା ଓ “ସୁସଙ୍ଗତ ଭାବରେ ପ୍ରାର୍ଥନା କରିବା”