# କଲସୀୟ 03 ସାଧାରଣ ଟିପ୍ପଣୀ ## ଗଠନ ପ୍ରଣାଳୀ ଏବଂ ଆକୃତି ଏହି ଅଧ୍ୟାୟର ସାଦୃଶ୍ଯ ଏଫିସୀୟ 5 ଏବଂ 6। ## ଏହି ଅଧ୍ୟାୟରେ ବିଶେଷ ଧାରଣା ଗୁଡିକ ### ସ୍ବୟଂ ପୁରୁଣା ଏବଂ ନୁତନ ସ୍ବୟଂ ପୁରୁଣା ଏବଂ ନୁତନର ଅର୍ଥ ପୁରୁଣା ଏବଂ ନୂତନ ମନୁଷ୍ୟର ସମାନତା। ସମ୍ଭବତଃ “ପୁରୁଣା ମନୁଷ୍ୟ”ର ଶବ୍ଦ ସେହି ପାପୀ ପ୍ରକୃତିକୁ ଦର୍ଶାଏ ଯାହା ସହିତ ଏକ ବ୍ୟକ୍ତି ଜନ୍ମ ହୋଇଥାଏ। “ନୂତନ ମନୁଷ୍ୟ” ସେ ନୂତନ ସ୍ବଭାବ ଓ ନୂତନ ଜୀବନ ଯାହାକୁ ଇଶ୍ବର ଏକ ବ୍ୟକ୍ତିକୁ ଖ୍ରୀଷ୍ଟକଠାରେ ବିଶ୍ବାସ କରିବା ପରେ ଦିଅନ୍ତି। (ଦେଖ:[[rc://*/tw/dict/bible/kt/sin]] ଏବଂ [[rc://*/tw/dict/bible/kt/faith]]) ## ଏହି ଅଧ୍ୟାୟରେ ଅନୁବାଦରେ ଅନ୍ୟ ସମ୍ଭବିତ କଠିନତା ଗୁଡିକ ### ଚରିତ୍ର ପାଉଲ କେତେକ ବିଷୟକୁ ତାହାଙ୍କର ପାଠକଙ୍କୁ ଆଗକୁ ବଢାଇବା ପାଇଁ ପ୍ରୋତ୍ସାହିତ କରନ୍ତି ଓ ସେଥିରୁ ବଞ୍ଚିବା କାର୍ଯ୍ୟ ନୁହେଁ କିନ୍ତୁ ଚରିତ୍ର ଗୁଣ ଅଟେ। ଏହି କାରଣରୁ, ସେମାନଙ୍କୁ ଅନୁବାଦ କରିବାକୁ କଷ୍ଟ ହୋଇପାରେ। (ଦେଖ:[[rc://*/ta/man/translate/figs-abstractnouns]]) ### “ଉର୍ଦ୍ଧ୍ବ ବିଷୟଗୁଡିକ” କେଉଁଠାରେ ଈଶ୍ବରଙ୍କର ନିବାସସ୍ଥାନ ସବୁବେଳେ “ଉର୍ଦ୍ଧ୍ବରେ” ନିବାସସ୍ଥାନ ହେବା ରୂପରେ ଚିତ୍ରିତ କରାଗଲା। ପାଉଲ “ଉର୍ଦ୍ଧ୍ବର ବିଷୟଗୁଡିକୁ ଅନ୍ବେଷଣ କରିବାକୁ” ଏବଂ“ଉର୍ଦ୍ଧ୍ବର ବିଷୟଗୁଡିକୁ ଭାବିବାକୁ”। ସେ ସୂଚିତ କରି କହୁଅଛନ୍ତି ଖ୍ରୀଷ୍ଟିୟାନମାନଙ୍କୁ ସ୍ବୋର୍ଗୀୟ ଏବଂ ଈଶ୍ବରୀୟ ବିଷୟରେ ଭାବିବା ଉଚିତ୍।