# Let the peace of Christ rule in your hearts ପାଉଲ ସେହି ଶାନ୍ତିର କଥା କହନ୍ତି ଯାହା ଖ୍ରୀଷ୍ଟ ଦିଅନ୍ତି ଯେମିତିକି ସେ ଶାସକ ଥିଲେ। ସମ୍ଭବପର ଅର୍ଥଗୁଡିକ1)ସବୁକିଛି କର ଯେମିତି ତୁମେ ପରସ୍ପପର ସହିତ ଶାନ୍ତିପୂର୍ଣ୍ଣ ସଂବନ୍ଧରଖିପାରିବ” ଓ2) “ଈଶ୍ବରଙ୍କ ତୁମର ହୃଦୟରେ ଶାନ୍ତି ଦେବା ପାଇଁ ଅନୁମତି ଦିଅନ୍ତୁ” (ଦେଖ:[[rc://*/ta/man/translate/figs-metonymy]]) # in your hearts ଏଠାରେ “ହୃଦୟ”ଲୋଙ୍କକର ମନ ଓ ଅନ୍ତର ମନୁଷ୍ୟର ଉପମାନ ଅଟେ। ଅନ୍ୟ ଏକ ଅନୁବାଦ: “ତୁମର ମାନରେ”ଓ “ତୁମ ଭିତରେ” (ଦେଖ:[[rc://*/ta/man/translate/figs-metonymy]])